ଅସୁରକ୍ଷ Asuraksha

  • ସଂ. ବିଣ. (ଅ+ସୁ+ରକ୍ଷ୍ ଧାତୁ+କର୍ମ. ଅ) — ଯାହାକୁ ସୁରକ୍ଷା କରିବା କଠିନ; ଯାହାକୁ ଜଗି ରଖିବା କଷ୍ଟକର — Difficult to guard or preserve
  • ସଂ. ବିଣ. (ଅ+ସୁ+ରକ୍ଷ୍ ଧାତୁ+କର୍ମ. ଅ) — ବିନାଶୀ — Perishable