ଅସୁମାରି Asumāri
- ଦେ. ବିଣ (ଅ+ସୁମାରି=ଗଣନା; ଯାହା ସୁମାରି ହୋଇ ନାହିଁ) — ଅସଂଖ୍ୟ; ଅଗଣିତ; ବହୁ; ଅପ୍ରମେୟ — Innumerable; countless
- ଦେ. ବିଣ (ଅ+ସୁମାରି=ଗଣନା; ଯାହା ସୁମାରି ହୋଇ ନାହିଁ) — ଯାହା ସୁମାରି କରାଯାଇ ନାହିଁ; ଅଗଣିତ — Uncounted
- ଦେ. ବିଣ (ଅ+ସୁମାରି=ଗଣନା; ଯାହା ସୁମାରି ହୋଇ ନାହିଁ) — ଅସୀମ — Boundless
- ଦେ. ବିଣ (ଅ+ସୁମାରି=ଗଣନା; ଯାହା ସୁମାରି ହୋଇ ନାହିଁ) — ଅପାର; ଅତ୍ୟଧିକ; ଅତ୍ୟନ୍ତ — Much; excessive
- ଦେ. ବିଣ (ଅ+ସୁମାରି=ଗଣନା; ଯାହା ସୁମାରି ହୋଇ ନାହିଁ) — ସାତ୍ୟକିର ସମର ଯେ ଅଟେ ଅସୁମାରି—ସାରଳା ମହାଭାରତ, ଶଲ୍ୟ।