ଅସୁବିଧା Asubidhā
- ସଂ. ବି (ଅ=ନୁହେଁ+ସୁବିଧା=ସୁଯୋଗ) — ସୁବିଧାର ଅଭାବ — Inconvenience
- ସଂ. ବି (ଅ=ନୁହେଁ+ସୁବିଧା=ସୁଯୋଗ) — ସୁଯୋଗର ଅଭାବ — Want of opportunity or advantage
- ସଂ. ବି (ଅ=ନୁହେଁ+ସୁବିଧା=ସୁଯୋଗ) — ସ୍ୱଚ୍ଛନ୍ଦତାର ଅଭାବ — Want of comfort; discomfort
- ଦେ. ବିଣ. — ଅସୁବିଧାଜନକ — Inconvenient
- ଦେ. ବିଣ. — ଅଖଞ୍ଜିଆ — Awkward
- ଦେ. ବିଣ. — ଅସଜିଆ — Disadvantagious