ଅସୁଖୋଦୟ Asukhodaya

  • ସଂ. ବିଣ. (ବହୁବ୍ରୀହି; ଅସୁଖ+ଉଦୟ) — ଦୁଃଖଜନକ — Causing unhappiness (M. W.)
  • ସଂ. ବିଣ. (ବହୁବ୍ରୀହି; ଅସୁଖ+ଉଦୟ) — ଯାହାର ଶେଷ ଫଳ ଦୁଃଖ — Ending in unhappiness (M. W.)