ଅସୀମ Asīma

  • ସଂ. ବି. (ବହୁବ୍ରୀହି; ଅ+ସୀମନ୍; 1 ମା. 1 ବ.) ସୀମାରହିତ — Boundless; unlimited
  • ସଂ. ବି. (ବହୁବ୍ରୀହି; ଅ+ସୀମନ୍; 1 ମା. 1 ବ.) ଅନନ୍ତ — Eternal