ଅସିହେତି Asiheti

  • ସଂ. ବି. (ବହୁବ୍ରୀହି; ଅସି+ହେତି=ଢାଲ; ଯାହାର ଖଣ୍ଡା ଓ ଢାଲ ଅଛି) — ଖଡ୍ଗ ଓ ଢାଲଧାରୀ ଯୋଦ୍ଧା — A swordsman; a warrior armed with sword and shield