ଅସିପୁଚ୍ଛ Asipuchchha

  • ସଂ. ବିଣ. (ବହୁବ୍ରୀହି; ଅସି+ପୁଚ୍ଛ; ଖଣ୍ଡା ପରି ଦାଢୁଆ ପୁଚ୍ଛ ଯାହାର) ଶିଶୁମାର — The gangetic porpoise; dolphin