ଅସିପାଣିକ Asipāṅika

  • ସଂ. ବିଣ. (ବହୁବ୍ରୀହି; ଅସି+ପାଣି+କ) — ଖଡ୍ଗଧାରୀ — Holding a sword
  • ସଂ. ବିଣ. (ବହୁବ୍ରୀହି; ଅସି+ପାଣି+କ) — ବାଣ କମାଣ ତୂଣ ଅସିପାଣିକ ପାପଘ୍ନୀ ସର୍ବ କାମଦା। ଭଞ୍ଜ. ବୈଦେହୀଶବିଳାସ।