ଅସିକାର୍ୟ୍ୟ Asikārj̄ya

  • ସଂ. ବି. (ମଧ୍ୟପଦଲୋପୀ) — ଅସ୍ତ୍ର ଶସ୍ତ୍ର ଓ ଖଣ୍ଡା ଚଳାଇବାର ସାଧନା — The exercise or practice of arms (M. W.)