ଅସାହସିକ Asāhasika

  • ସଂ. ବିଣ. ପୁଂ. (ଅ+ସାହସିକ) — ଯେ ସାହସସହିତ କାମ କରେ ନାହିଁ — Not acting boldly
  • ସଂ. ବିଣ. ପୁଂ. (ଅ+ସାହସିକ) — ଯେ ଅଖାଡ଼ୁଆ ନୁହେଁ — Not acting inconsiderately (M. W.)