ଅସାର୍ଥକ Asārthaka
- ସଂ. ବିଣ. (ଅ+ସାର୍ଥକ) — ଯାହା ସାର୍ଥକ ବା ସଫଳ ନୁହେ; ନିଷ୍ଫଳ — Fruitless
- ସଂ. ବିଣ. (ଅ+ସାର୍ଥକ) — ନିଷ୍ପ୍ରୟୋଜନ — Useless
- ସଂ. ବିଣ. (ଅ+ସାର୍ଥକ) — ବିଫଳ — Ineffectual
- ସଂ. ବିଣ. (ଅ+ସାର୍ଥକ) — ଅକୃତାର୍ଥ; ଅଚରିତାର୍ଥ — Not successful; unfulfilled
- ସଂ. ବିଣ. (ଅ+ସାର୍ଥକ) — ଉଦ୍ଦେଶ୍ୟବିହୀନ; ବ୍ୟର୍ଥ — Purposeless; aimless
- ସଂ. ବିଣ. (ଅ+ସାର୍ଥକ) — ବୃଥା — Vain
- ସଂ. ବିଣ. (ଅ+ସାର୍ଥକ) — ମୂଲ୍ୟହୀନ — Valueless
- ସଂ. ବିଣ. (ଅ+ସାର୍ଥକ) — ଅକାମିକା — Worthless
- ସଂ. ବିଣ. (ଅ+ସାର୍ଥକ) — ନିରର୍ଥକ — Meaningless
- ସଂ. ବିଣ. (ଅ+ସାର୍ଥକ) — ପଣ୍ଡ — Nullified; done in vain