ଅସାରା Asārā

  • ସଂ. ବିଣ. ସ୍ତ୍ରୀ. (ଅସାର+ଆ) — ଅସାରର ସ୍ତ୍ରୀଲିଙ୍ଗ — Feminine of Asāra
  • ସଂ. ବି — ଗୁଳ୍ମବିଶେଷ — The plant Musa Paradisiaca (M. W.)