ଅସହିଷ୍ଣୁ Asahishṇu̇

  • ସଂ. ବିଣ. ପୁଂ. ଓ. ସ୍ତ୍ରୀ (ଅ+ସହିଷ୍ଣୁ) — ଯେ ସହି ନ ପାରେ — Unable to endure
  • ସଂ. ବିଣ. ପୁଂ. ଓ. ସ୍ତ୍ରୀ (ଅ+ସହିଷ୍ଣୁ) — ଅଧୀର; ଅସମ୍ଭାଳ — Impatient
  • ସଂ. ବିଣ. ପୁଂ. ଓ. ସ୍ତ୍ରୀ (ଅ+ସହିଷ୍ଣୁ) — ଯେ ଦୁଃଖ ସହି ନ ପାରେ — Unable to bear distress
  • ସଂ. ବିଣ. ପୁଂ. ଓ. ସ୍ତ୍ରୀ (ଅ+ସହିଷ୍ଣୁ) — ଈର୍ଷାପର — Envious
  • ସଂ. ବିଣ. ପୁଂ. ଓ. ସ୍ତ୍ରୀ (ଅ+ସହିଷ୍ଣୁ) — କଳିହୁଡ଼ା — Quarrelsome (M. W.)
  • ସଂ. ବିଣ. ପୁଂ. ଓ. ସ୍ତ୍ରୀ (ଅ+ସହିଷ୍ଣୁ) — ଯେ କ୍ଷମାଶୀଳ ନୁହେଁ — Not forgiving