ଅସମ୍ୟକ୍କାରୀ Asamyakkārī

  • ସଂ. ବିଣ. ପୁଂ. (ଅସମ୍ୟକ୍+କୃ ଧାତୁ+ଇନ୍ 1 ମା. 1 ବ) — ଅନ୍ୟାୟ କର୍ମ କରିବା (ବ୍ୟକ୍ତି) — Acting improperly
  • ସଂ. ବିଣ. ପୁଂ. (ଅସମ୍ୟକ୍+କୃ ଧାତୁ+ଇନ୍ 1 ମା. 1 ବ) — ନିଜର କର୍ତ୍ତବ୍ୟକର୍ମ ଉତ୍ତମରୂପେ କରୁ ନ ଥିବା — Not doing one's duty properly
  • ସଂ. ବିଣ. ପୁଂ. (ଅସମ୍ୟକ୍+କୃ ଧାତୁ+ଇନ୍ 1 ମା. 1 ବ) — ଅସମ୍ୟକ୍କାରୀ ମହାମାତ୍ର ଓ ଚିକିତ୍ସକମାନଙ୍କୁ ଲୋକକଣ୍ଟକ ବୋଲି ଜାଣିବା। ମନୁ. 9।259 । — ଅସମ୍ୟକ୍କାରୀ ମହାମାତ୍ର ଓ ଚିକିତ୍ସକମାନଙ୍କୁ ଲୋକକଣ୍ଟକ ବୋଲି ଜାଣିବା ମନୁ.9259