ଅସମ୍ଭ୍ରମ Asambhrama
- ସଂ. ବି. (ଅ+ସମ୍ଭ୍ରମ) — ଅନାଦର — Disregard; slight
- ସଂ. ବି. (ଅ+ସମ୍ଭ୍ରମ) — ଅସମ୍ମାନ — Dishonour
- ସଂ. ବି. (ଅ+ସମ୍ଭ୍ରମ) — ଅପମାନ — Insult
- ସଂ. ବି. (ଅ+ସମ୍ଭ୍ରମ) — ଚାଞ୍ଚଲ୍ୟାଭାବ — Want of restlessness
- ସଂ. ବି. (ଅ+ସମ୍ଭ୍ରମ) — କାତରତାର ଅଭାବ — Want of perplexity
- ସଂ. ବି. (ଅ+ସମ୍ଭ୍ରମ) — ସ୍ଥୈର୍ଯ୍ୟ; ସ୍ଥିରତା — Calmness
- ସଂ. ବିଣ. ପୁଂ. — ଅଚଞ୍ଚଳ; ସ୍ଥିର — Calm
- ସଂ. ବିଣ. ପୁଂ. — ଅବ୍ୟାକୁଳ — Unperturbed