ଅସମ୍ପର୍କ Asamparka

  • ସଂ. ବି. (ଅ+ସମ୍ପର୍କ) — ଅସମ୍ବନ୍ଧ; ସମ୍ବନ୍ଧର ଅଭାବ — Want or absence of connection
  • ସଂ. ବିଣ. — ନିଃସମ୍ପର୍କୀୟ; ଯାହା ସଙ୍ଗେ କୌଣସି ସମ୍ବନ୍ଧ ନାହିଁ — Unconnected