ଅସମ୍ପନ୍ନ Asampanna

  • ସଂ. ବିଣ. (ଅ+ସମ୍ପନ୍ନ) — ଅପୂର୍ଣ୍ଣ — Incomplete
  • ସଂ. ବିଣ. (ଅ+ସମ୍ପନ୍ନ) — ଅସମ୍ପାଦିତ; ଅକୃତ — Unaccomplished
  • ସଂ. ବିଣ. (ଅ+ସମ୍ପନ୍ନ) — ସମ୍ପଦହୀନ; ବିଭବହୀନ; ଗରିବ — Poor; indigent