ଅସମାନକର୍ତ୍ତୃତ୍ୱ Asamānakarttṛutwa
- ସଂ. ବି — ବାକ୍ୟଦୋଷବିଶେଷ — A defect in composition
- ସଂ. ବି — [ଦ୍ର—ଏକ ବାକ୍ୟରେ ସମାପିକାକ୍ରିୟା ସଙ୍ଗେ ଅସମାପିକାର କର୍ତ୍ତା ଏକ ନ ହେଲେ ଏହି ଦୋଷ ହୁଏ; ଯଥା—ମଧୁସୂଦନ ସୀତା ବନବାସରେ
- ସଂ. ବି — ଘନ ଘନ ଲୋତକ ଧାରା ନୟନୁ ଝରି ତିନ୍ତିଲା ବକ୍ଷ ତିନ୍ତିଲା ଧନୁ କୁଳମଣି, ଅଳଙ୍କାରତରଙ୍ଗିଣୀ।]