ଅସମସାହସିକ Asamasāhasika

  • ସଂ. ବିଣ. ପୁଂ. (ଅସମସାହସ+ଇକ) — ଯାହାର ଅସାଧାରଣ ସାହସ ଥାଏ — (person) Possessed of an extraordinary amount of courage
  • ସଂ. ବିଣ. ପୁଂ. (ଅସମସାହସ+ଇକ) — ଯେଉଁ କାର୍ଯ୍ୟ କରିବାକୁ ଅସାଧାରଣ ଉତ୍ସାହ ଲୋଡ଼ା ହୁଏ — (work) Requiring the exercise of extraordinary courage