ଅସମଗ୍ର Asamagra

  • ସଂ. ବିଣ. (ନଞ ତତ୍; ଅ+ସମଗ୍ର) — ଅସମ୍ପୂର୍ଣ୍ଣ — Incomplete
  • ସଂ. ବିଣ. (ନଞ ତତ୍; ଅ+ସମଗ୍ର) — ଆଂଶିକ — Partial
  • ସଂ. ବିଣ. (ନଞ ତତ୍; ଅ+ସମଗ୍ର) — ଯାହା ପୂରା ନୁହେଁ — Not entire