ଅସମକକ୍ଷ Asamakaksha

  • ସଂ. ବିଣ. (ନଞ ତତ୍. ଅ+ସମକକ୍ଷ) — ଯେ ଅନ୍ୟ ସଙ୍ଗେ ସରି ହେବାର ବା ପଟ ପକାଇବାର ଉପଯୋଗୀ ନୁହେଁ — 1. Not a match for anyone else
  • ସଂ. ବିଣ. (ନଞ ତତ୍. ଅ+ସମକକ୍ଷ) — ଯେ ଅନ୍ୟର ସମାନସ୍କନ୍ଦ ନୁହେ — Not of the same or similar status