ଅସମୟ Asamaya

  • ସଂ. ବି. (ଅ+ସମୟ) — ଅନୁପଯୋଗୀ ସମୟ — Inopportune time
  • ସଂ. ବି. (ଅ+ସମୟ) — 2 ବେଋତୁ; ଋତୁବର୍ହିର୍ଭୂତ ସମୟ — 2ବେଋତୁ; ଋତୁବର୍ହିର୍ଭୂତ ସମୟ— 2. Unseasonable time
  • ସଂ. ବି. (ଅ+ସମୟ) — ଦୁଃସମୟ; ମନ୍ଦସମୟ; ଅଶୁଭକାଳ — Bad or evil time
  • ସଂ. ବି. (ଅ+ସମୟ) — ବିପଦର ସମୟ — Time of danger or distress
  • ସଂ. ବି. (ଅ+ସମୟ) — ଅକାଳ; ଦୁର୍ଭିକ୍ଷାଦିର କାଳ — Famine; time of calamity
  • ସଂ. ବି. (ଅ+ସମୟ) — ଚୁକ୍ତି ବା ବାଧ୍ୟତାର ଅଭାବ — Non-obligation; absence of contract
  • ସଂ. ବି. (ଅ+ସମୟ) — ଉପଯୁକ୍ତ ସମୟର ପୂର୍ବକାଳ — Time before the due time
  • ସଂ. ବିଣ. (ବହୁବ୍ରୀହି) — ନିରୂପିତ ସମୟର ପୂର୍ବେ ଘଟିବା — Appearing or happening too early
  • ସଂ. ବିଣ. (ବହୁବ୍ରୀହି) — ଅନୁପଯୋଗୀ ସମୟରେ ଘଟିବା — Inopportune
  • ଦେ. ବିଣ — ବିପଦଯୁକ୍ତ (ସମୟ) — (time) Of distress or danger
  • ଦେ. ବିଣ — ଅସମୟ କାଳେ ପୁଣ ଦୋଷ ନାହିଁ ଲେଖି ନୀଚକୁ ହେଲେହେଁ ସେବା କରି ପ୍ରାଣ ରଖି। ପୀତାମ୍ବର. ନୃସିଂହପୁରାଣ