ଅସବର୍ଣ୍ଣ Asabarṇṇa

  • ସଂ. ବିଣ. ପୁଂ. (ଅ+ସବର୍ଣ୍ଣ) — ଭିନ୍ନ ଜାତୀୟ; ଯେ ଆପଣାର ବର୍ଣ୍ଣର ବା ଜାତିର ନୁହେଁ
  • ସଂ. ବିଣ. ପୁଂ. (ଅ+ସବର୍ଣ୍ଣ) — (ବ୍ୟାକରଣ) ଯେଉଁ ବର୍ଣ୍ଣ ବା ଧ୍ୱନି ବା ଅକ୍ଷରମାନଙ୍କର ଉଚ୍ଚାରଣ ସ୍ଥାନ ଭିନ୍ନ ଭିନ୍ନ ଅଟେ
  • ସଂ. ବିଣ. ପୁଂ. (ଅ+ସବର୍ଣ୍ଣ) — (ସଙ୍ଗୀତ) ଯେଉଁ ଧ୍ୱନିମାନ ଏକସ୍ୱରର ଅନ୍ତର୍ଗତ ନୁହେଁ