ଅସପିଣ୍ଡ Asapiṇḍa
- ସଂ. ବିଣ. ପୁଂ. (ଅ+ସପିଣ୍ଡ; ଯେ ପିଣ୍ଡ ସମ୍ପର୍କଦ୍ୱାରା ସଂବଦ୍ଧ ନୁହେଁ) — ସପିଣ୍ଡ ସମ୍ପର୍କରୁ ଦୂରତର; ଆପଣାଠାରୁ ସାତ ପୁରୁଷ ଛଡ଼ା (ବ୍ୟକ୍ତି)
- ସଂ. ବିଣ. ପୁଂ. (ଅ+ସପିଣ୍ଡ; ଯେ ପିଣ୍ଡ ସମ୍ପର୍କଦ୍ୱାରା ସଂବଦ୍ଧ ନୁହେଁ) — (ସପିଣ୍ଡ ତଳେ ନୋଟ୍ ଦେଖ) — (agnate) Not connected by common funeral oblation; beyond; the seventh degree of kinship related to a person more distantly than a Sapiṇḍa