ଅସନ୍ଧି Asandhi
- ଦେ. ବି. — ସଂକୀର୍ଣ୍ଣ ସ୍ଥାନ — Narrow place
- ଦେ. ବି. — ଅସଂଯୋଗ — Want of connection
- ଦେ. ବି. — ଅଶାନ୍ତି; ଶାନ୍ତିସ୍ଥାପନର ଅଭାବ — Want of peace; want of binding by treaty
- ଦେ. ବି. — ନିରୁପାୟ ଅବସ୍ଥା — Helpless condition
- ଦେ. ବି. — ସନ୍ଦେହ — Doubt
- ଦେ. ବିଣ. — ଘନ; ସାନ୍ଧ୍ରି
- ଦେ. ବିଣ. — ସନ୍ଦେହଜନକ