ଅସନ୍ଦେହୀ Asandehī

  • ଦେ. ବିଣ. — ଯେ କାହାରି ଉପରେ ସନ୍ଦେହ କରେ ନାହିଁ; ଯେ ସମସ୍ତଙ୍କୁ ବିଶ୍ୱାସ କରେ
  • ଦେ. ବିଣ. — 2 ଯାହା ଉପରେ କୌଣସି ଅପରାଧ ପାଇଁ ସନ୍ଦେହ କରା ଯାଏ ନାହିଁ — 2ଯାହା ଉପରେ କୌଣସି ଅପରାଧ ପାଇଁ ସନ୍ଦେହ କରା ଯାଏ ନାହିଁ