ଅସଦୃଶ Asadṛuṡa

  • ସଂ. ବିଣ (ଅ+ସଦୃଶ) — ଅସମାନ
  • ସଂ. ବିଣ (ଅ+ସଦୃଶ) — ଅନୈକ୍ୟ — Not resembling
  • ସଂ. ବିଣ (ଅ+ସଦୃଶ) — ପରସ୍ପର ସହିତ ମିଳୁ ନ ଥିବା