ଅସଦାଚାର Asadāchāra

  • ସଂ. ବି. (କର୍ମଧା; ଅସତ୍+ଆଚାର) — ମନ୍ଦ ଆଚରଣ — Bad conduct
  • ସଂ. ବି. (କର୍ମଧା; ଅସତ୍+ଆଚାର) — ଦୁଷ୍ଟ ଆଚରଣ — Wicked conduct
  • ସଂ. ବି. (କର୍ମଧା; ଅସତ୍+ଆଚାର) — ଯାହା ସଦାଚାର ବା ଶିଷ୍ଟାଚାର ନୁହେଁ