ଅସନ Asana
- ସଂ. ବି (ଅସ୍ ଧାତୁ =କ୍ଷେପଣକରିବା+ଭାବ. ଅନ) — କ୍ଷେପଣ — Throwing
- ସଂ. ବି (ଅସ୍ ଧାତୁ =କ୍ଷେପଣକରିବା+ଭାବ. ଅନ) — ପୀତଶାଳ; ପିଆଶାଳ (ଗଛ)
- ସଂ. ବି (ଅସ୍ ଧାତୁ =କ୍ଷେପଣକରିବା+ଭାବ. ଅନ) — ଶାଳଜାତୀୟ ଏକପ୍ରକାର ଗଛ
- ସଂ. ବି (ଅସ୍ ଧାତୁ =କ୍ଷେପଣକରିବା+ଭାବ. ଅନ) — [ଦ୍ର— ହରିତକ୍ୟାଦିବର୍ଗର ବନ୍ୟ ତରୁ। ଏହା ଅର୍ଜୁନ ଗଛ ପରି; ଏଥିର ଛାଲ ଓ ଫଳରୁ ଚମଡା କଷିବାର ମଶଲା (tannin) ବାହାରେ। ଫୁଲ ହଳଦିଆ, ଫଳ ପଞ୍ଚପକ୍ଷ, ଗଛରୁ ଅଠା ବାହାରେ, କାଠ ଶକ୍ତ ଓ ମାଟିଆ, ମଞ୍ଜ ଖଇରା; ଏ ଗଛ 2 ଜାତିର; 1 ମଇଁଷିଆ ଅସନ- କାଠ ଗାଢ଼ ଖଇର ରଙ୍ଗର। 2 । ଆମ୍ବୁଆ ଅସନ-କାଠ ମାଟିଆ ଓ ମଞ୍ଜ ଖଇରା।] — [ଦ୍ର— ହରିତକ୍ୟାଦିବର୍ଗର ବନ୍ୟ ତରୁ ଏହା ଅର୍ଜୁନ ଗଛ ପରି; ଏଥିର ଛାଲ ଓ ଫଳରୁ ଚମଡା କଷିବାର ମଶଲା (tannin) ବାହାରେ ଫୁଲ ହଳଦିଆ, ଫଳ ପଞ୍ଚପକ୍ଷ, ଗଛରୁ ଅଠା ବାହାରେ, କାଠ ଶକ୍ତ ଓ ମାଟିଆ, ମଞ୍ଜ ଖଇରା; ଏ ଗଛ2ଜାତିର;1ମଇଁଷିଆ ଅସନ- କାଠ ଗାଢ଼ ଖଇର ରଙ୍ଗର2 ଆମ୍ବୁଆ ଅସନ-କାଠ ମାଟିଆ ଓ ମଞ୍ଜ ଖଇରା]