ଅସଙ୍ଖୁଳା Asaṅkhuḻā

  • ଦେ. ବିଣ — ଅନିମନ୍ତ୍ରିତ — Uninvited
  • ଦେ. ବିଣ — ଅଜିଜ୍ଞାସିତ — Unasked
  • ଦେ. ବିଣ — ଅନାଦୃତ — Disregarded
  • ଦେ. ବିଣ — ଯାହାର କେହି ଯତ୍ନ ନିଏ ନାହିଁ — Uncared for
  • ଦେ. ବିଣ — ଘୃଣିତ — Hated
  • ଦେ. ବିଣ — ନିଷ୍ଫଳ; ବ୍ୟର୍ଥ — Fruitless; vain
  • ଦେ. ବିଣ — ଯାହା ବିଷୟରେ କେହି ତତ୍ତ୍ୱ ନେଇ ନାହିଁ — Not enquired after
  • ଦେ. ବି. — ଅନାଦର — Disregard
  • ଦେ. ବି. — ଅଯତ୍ନ — Want of care