ଅସଂଖ୍ୟେୟ Asamkhyeya

  • ସଂ. ବିଣ. (ଅ+ସଂଖ୍ୟେୟ) — ଅସଂଖ୍ୟ; ଅଗଣନ — Countless
  • ସଂ. ବିଣ. (ଅ+ସଂଖ୍ୟେୟ) — ଅସଂଖ୍ୟେୟ ପାଇକ ଏହାଙ୍କ ସଙ୍ଗତେ ଯୁଝିବାକୁ ବାହାରିଲେ ହେ ମହାମତେ। କୃଷ୍ଣସିଂହ. ମହାଭାରତ, ଦ୍ରୋଣ।