ଅଷ୍ଠୀଳା Ashṭhiḻā

  • ସଂ. ବି. (ଅସ୍ଥି=ହାଡ଼=ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଆ; ଯାହା ହାଡ଼ର ଗୁଣ ଗ୍ରହଣ କରେ ଅର୍ଥାତ୍ ଯାହା ହାଡ଼ ପରି ଟାଣ) — ବର୍ତ୍ତୁଳାକାର ପାଷାଣ— ଖଣ୍ଡ; ବାଲିଗରଡ଼ା — Pebble; a ball of stone
  • ସଂ. ବି. (ଅସ୍ଥି=ହାଡ଼=ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଆ; ଯାହା ହାଡ଼ର ଗୁଣ ଗ୍ରହଣ କରେ ଅର୍ଥାତ୍ ଯାହା ହାଡ଼ ପରି ଟାଣ) — ଫଳର ଟାକୁଆ — Hard seed or stone of fruits
  • ସଂ. ବି. (ଅସ୍ଥି=ହାଡ଼=ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଆ; ଯାହା ହାଡ଼ର ଗୁଣ ଗ୍ରହଣ କରେ ଅର୍ଥାତ୍ ଯାହା ହାଡ଼ ପରି ଟାଣ) — ନାଭି ତଳେ ବାୟୁ ଜନିତ ଟାଣୁଆ ଆବୁ ରୋଗ— (ଏଥିରେ ମଳ ଓ ମୂତ୍ର ରୋଧ ହୁଏ ଓ ବସ୍ତିରେ ପୀଡ଼ା ହୁଏ।) — A globular and very hard tumour below the naval; a disease
  • ସଂ. ବି. (ଅସ୍ଥି=ହାଡ଼=ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଆ; ଯାହା ହାଡ଼ର ଗୁଣ ଗ୍ରହଣ କରେ ଅର୍ଥାତ୍ ଯାହା ହାଡ଼ ପରି ଟାଣ) — ରୋଗରୁ ଦେହର ଶିରା ଓ ଗିଲିଟିମାନ ଗଣ୍ଠିପରି ଗୋଟାଳିଆ ହେବା — Knotting of glands and veins in the body
  • ସଂ. ବି. (ଅସ୍ଥି=ହାଡ଼=ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଆ; ଯାହା ହାଡ଼ର ଗୁଣ ଗ୍ରହଣ କରେ ଅର୍ଥାତ୍ ଯାହା ହାଡ଼ ପରି ଟାଣ) — କୋଷ୍ଠବଦ୍ଧତା (ଯହିଁରୁ ଗୋଟାଳିଆ ମଳ ଜାତ ହୁଏ) — Costiveness causing hard globular excretion