ଅଷ୍ଟ୍ରିୟା Ashṭriyā
- ବୈଦେ. ବି (ନାମ) — ୟୁରୋପର ରାଜ୍ୟବିଶେଷ — Austria
- ବୈଦେ. ବି (ନାମ) — [ଦ୍ର—ଏହା ହଙ୍ଗାରୀ ରାଜ୍ୟ ସଙ୍ଗେ ମିଶି ଅଷ୍ଟ୍ରୋହଙ୍ଗାରୀ ନାମରେ ବିଖ୍ଯାତ। ଏହାର ଉତ୍ତରରେ ଜର୍ମାନୀ ଓ ଋଷିଆ; ଦକ୍ଷିଣରେ ରୁମାନିଆ, ସର୍ଭିଆ, ଆଡ୍ରିଆଟିକ ସାଗର ଓ ଇଟାଲୀ; ପୂର୍ବରେ ରୂମାନିଆ ଓ ଋଷିଆ; ପଶ୍ଚିମରେ ଜର୍ମାନୀ ଓ ସ୍ୱିଟ୍ଜରଲାଣ୍ଡ୍। ଏହା ପୂର୍ବେ ରାଜାଙ୍କ ଶାସିତ ଥିଲା; ବର୍ତ୍ତମାନ ଏହା ପ୍ରଜାତନ୍ତ୍ର ପ୍ରଣାଳୀରେ ଶାସିତ।]