ଅଷ୍ଟାସ୍ର Ashṭāsra

  • ସଂ. ବିଣ.—ବହୁବ୍ରୀହି (ଅଷ୍ଟ+ଅସ୍ର) — ଆଠକୋଣିଆ — Octangular
  • ସଂ. ବିଣ.—ବହୁବ୍ରୀହି (ଅଷ୍ଟ+ଅସ୍ର) — ଆଠପହଲିଆ — Having eight faces