ଅଷ୍ଟାବଧାନୀ Ashṭābadhānī

  • ସଂ. ବିଣ. ପୁଂ. (ଅଷ୍ଟ+ଅବଧାନ= ମନୋଯୋଗ+ ଇନ୍) — ଯେଉଁ ବ୍ୟକ୍ତି ଅଭ୍ୟାସ ଯୋଗୁଁ ଏକସମୟରେ ଆଠ ଗୋଟି କଥାରେ ମନୋନିବେଶ କରିପାରେ — One who by constant practice can concentrate his attention to eight different things at one and the same time