ଅଷ୍ଟାଙ୍ଗପ୍ରଣାମ Ashṭāṅgapraṇāma

  • ସଂ. ବି. (ମଧ୍ୟପଦଲୋପୀ; ଅଷ୍ଟାଙ୍ଗ+ପ୍ରଣାମ) — ସାଷ୍ଟାଙ୍ଗ ପ୍ରଣିପାତ; ଆଠଗୋଟି ଅଙ୍ଗ ଭୂମିରେ ଲଗାଇ କରାଯିବାର ପ୍ରଣାମ; ଭୂମିଷ୍ଠ ପ୍ରଣାମ — Obeisance with the eight parts of the body touching the ground