ଅଷ୍ଟସଖୀ Ashṭasakhī

  • ସଂ. ବି. (ଅଷ୍ଟନ୍+ସଖୀ) — ଭାଗବତୋକ୍ତ ରାଧାଙ୍କର ଆଠ ଜଣ ସଖୀ
  • ସଂ. ବି. (ଅଷ୍ଟନ୍+ସଖୀ) — [ଦ୍ର—ଏମାନଙ୍କ ନାମ—ଲଳିତା, ବିଶାଖା, ଚିତ୍ରା, ଚମ୍ପକ— ଲତା, ତୁଙ୍ଗବିଦ୍ୟା, ଇନ୍ଦୁରେଖା, ରଙ୍ଗଦେବୀ ଓ ସୁଦେବୀ—ମତାନ୍ତରେ;
  • ସଂ. ବି. (ଅଷ୍ଟନ୍+ସଖୀ) — ଲଳିତା ସବ୍ୟା ଯେ ଶ୍ୟାମଳା; ଶ୍ରୀମତୀ ହରିପ୍ରିୟାବାଳା; ବିଶାଖା ଆଦି ଚନ୍ଦ୍ରମୁଖୀ; ପଦ୍ମାବତୀ ଓ ଅଷ୍ଟସଖୀ— ପ୍ରାଚୀ—ପୂର୍ଣ୍ଣତମଚନ୍ଦ୍ରୋଦୟ।
  • ସଂ. ବି. (ଅଷ୍ଟନ୍+ସଖୀ) — (କାମଶାସ୍ତ୍ରୋକ୍ତ) ଅଷ୍ଟନାୟିକା (ଦେଖ) — Ashṭanāyikā (See)
  • ସଂ. ବି. (ଅଷ୍ଟନ୍+ସଖୀ) — ମନ୍ଦିର ଗାତ୍ରରେ ଚିତ୍ରିତ ଅଷ୍ଟଦିଗଙ୍ଗନା ବା ଅଷ୍ଟଦିକ୍ପାଳଙ୍କ ସ୍ତ୍ରୀ — The images of females carved on the wall of temples representing the consorts of the eight Quarter-Deities