ଅଷ୍ଟସଖା Ashṭasakhā

  • ସଂ. ବି. — ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳାର ସଙ୍ଗୀ ଆଠ ଜଣ ବାଳିକା — Eight young companions of Srīkṛushṇa during his boyhood at Bṛundābana
  • ସଂ. ବି. — (ଯଥା—ଶ୍ରୀଦାମ ସୁଦାମ ସୁବଳ; ବସୁଦାମ ମଧୁମଙ୍ଗଳ। କିଙ୍କିଣି ଆଦି ବରୁଥକ; ସ୍ତୋକକୃଷ୍ଣ ଏ ସଖା ଅଷ୍ଟ— ପ୍ରାଚୀ—ପୂର୍ଣ୍ଣତମଚନ୍ଦ୍ରୋଦୟ।