ଅଷ୍ଟଶ୍ରୁତି Ashṭaṡruti

  • ସଂ. ବି. (ବହୁବ୍ରୀହି; ଅଷ୍ଟ+ଶ୍ରୁତି= କର୍ଣ୍ଣ; ପ୍ରତି ମୁହଁରେ ଦୁଇଟି ଲେଖାଏଁ କାନ ଥିବାରୁ) — ଚତୁର୍ମୁଖ ବ୍ରହ୍ମା; ପ୍ରଜାପତି — The Creator
  • ସଂ. ବି. (ବହୁବ୍ରୀହି; ଅଷ୍ଟ+ଶ୍ରୁତି= କର୍ଣ୍ଣ; ପ୍ରତି ମୁହଁରେ ଦୁଇଟି ଲେଖାଏଁ କାନ ଥିବାରୁ) — ଫେଡ଼ନ୍ତୁ ତୋ କଷ୍ଟ ସୁଖ ଦେଇ ଅଷ୍ଟ ଶ୍ରୁତି ଏ ଆମ୍ଭ ବାଞ୍ଛିତ। କବିସୂର୍ଯ୍ୟ. କିଶୋରୀଚମ୍ପୂ. ଫ. ଗୀତ।