ଅଷ୍ଟଲୋହୀ Ashṭalohī

  • ସଂ. ବିଣ. (ଅଷ୍ଟନ୍+ଲୋହ+ଈ) — ଅଷ୍ଟଧାତୁରେ ନିର୍ମିତ; ଯେଉଁ ବସ୍ତୁରେ ଅଷ୍ଟଧାତୁ ମିଶି ଥାଏ (ଯଥା—ଡେଉଁରିଆ) — Made of the eight metals