ଅଷ୍ଟମୂର୍ତ୍ତି Ashṭamūrtti
- ସଂ. ବି. (ସମାହାର ଦ୍ୱନ୍ଦ୍ୱ; ଅଷ୍ଟନ୍+ମୂର୍ତ୍ତି) — ମହାଦେବଙ୍କର ରାଣକଥିତ ଆଠ ଗୋଟି ମୂର୍ତ୍ତି ବା ଅବତାର
- ସଂ. ବି. (ସମାହାର ଦ୍ୱନ୍ଦ୍ୱ; ଅଷ୍ଟନ୍+ମୂର୍ତ୍ତି) — [ଦ୍ର—ଅଷ୍ଟମୂର୍ତ୍ତି ଧାରଣ କଲାବେଳେ ମହାଦେବଙ୍କର ନାମ ମଧ୍ୟ ଭିନ୍ନ ଭିନ୍ନ ହୁଏ; ଯଥା—କ୍ଷିତିମୂର୍ତ୍ତି—ସର୍ବ; ଜଳମୂର୍ତ୍ତି—ଭବ; ଅଗ୍ନିମୂର୍ତ୍ତି—ରୁଦ୍ର; ବାୟୁମୂର୍ତ୍ତି—ଉଗ୍ର; ଆକାଶମୂର୍ତ୍ତି—ଭୀମ; ଯଜମାନମୂର୍ତ୍ତି—ପଶୁପତି; ଚନ୍ଦ୍ରମୂର୍ତ୍ତି—ମହାଦେବ; ସୂର୍ଯ୍ୟମୂର୍ତ୍ତି— ଇଶାନ।]
- ସଂ. ବି. (ସମାହାର ଦ୍ୱନ୍ଦ୍ୱ; ଅଷ୍ଟନ୍+ମୂର୍ତ୍ତି) — (ବହୁବ୍ରୀହି; ଅଷ୍ଟମୂର୍ତ୍ତିଧାରୀ)—ଶିବ; ମହାଦେବ
- ସଂ. ବି. (ସମାହାର ଦ୍ୱନ୍ଦ୍ୱ; ଅଷ୍ଟନ୍+ମୂର୍ତ୍ତି) — ପୃଥିବୀ — The earth