ଅଷ୍ଟମୀ Ashṭami

  • ସଂ. ବି. ସ୍ତ୍ରୀ. (ଅଷ୍ଟମ+ଇ) — ଅମାବାସ୍ୟା ବା ପୂର୍ଣ୍ଣିମାର ବାସିଠାରୁ ଗଣାଯିବା ଅଷ୍ଟମ ଦିବସ
  • ସଂ. ବି. ସ୍ତ୍ରୀ. (ଅଷ୍ଟମ+ଇ) — କ୍ଷୀରକାକୋଳି (ଦେଖ)
  • ସଂ. ବି. ସ୍ତ୍ରୀ. (ଅଷ୍ଟମ+ଇ) — [ଦ୍ର—ନିମ୍ନଲିଖିତ ଅଷ୍ଟମୀମାନ ଦିନ୍ଦୁମାନଙ୍କ ଉତ୍ସବ ଦିବସ— 1 । ଚୈତ୍ର ଶୁକ୍ଳ ଅଷ୍ଟମୀ—ଅଶୋକାଷ୍ଟମୀ (ଭୁବନେଶ୍ୱର ରଥଯାତ୍ରା) 2 । ଆଷାଢ଼ ଶୁକ୍ଳାଷ୍ଟମୀ—ପରଶୁରାମାଷ୍ଟମୀ (ଲିଙ୍ଗରାଜ ମହାପ୍ରଭୁଙ୍କ ଯାତ୍ରା) 3 । ଭାଦ୍ରବ କୃଷ୍ଣାଷ୍ଟମୀ—ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ଦୁର୍ଗାଜନ୍ମାଷ୍ଟମୀ; 4 । ଭାଦ୍ରବଶୁକ୍ଳାଷ୍ଟମୀ—ରାଧାଜନ୍ମାଷ୍ଟମୀ 5 । ଆଶ୍ୱିନ ଶୁକ୍ଳାଷ୍ଟମୀ—ମହାଷ୍ଟମୀ, ଦୁର୍ଗାପୂଜା; 6 । କାର୍ତ୍ତିକ ଶୁକ୍ଳାଷ୍ଟମୀ—ଗୋଷ୍ଟାଷ୍ଟମୀ—ବା ଗୋପାଷ୍ଟମୀ, ଗୋସେବା ଉତ୍ସବ; 7 । ମାର୍ଗଶିର କୃଷ୍ଣାଷ୍ଟମୀ—ପ୍ରଥମାଷ୍ଟମୀ; ଉତ୍କଳରେ ପୋଢୁ଼ଆଁ ଅଷ୍ଟମୀ; ଜ୍ୟେଷ୍ଠପୁତ୍ରର ନବବସ୍ତ୍ର ପରିଧାନାଦି ଉତ୍ସବ ଓ ଲିଙ୍ଗରାଜ ମହାପ୍ରଭୁଙ୍କ ଯାତ୍ରା; 8 । ମାଘ ଶୁକ୍ଳାଷ୍ଟମୀ—ଭୀଷ୍ମାଷ୍ଟମୀ; ଅପୁତ୍ରଭୀଷ୍ମଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଗୃହସ୍ଥଙ୍କ ଅନୁଷ୍ଠିତ ଶ୍ରାଦ୍ଧ। — [ଦ୍ର—ନିମ୍ନଲିଖିତ ଅଷ୍ଟମୀମାନ ଦିନ୍ଦୁମାନଙ୍କ ଉତ୍ସବ ଦିବସ—1 ଚୈତ୍ର ଶୁକ୍ଳ ଅଷ୍ଟମୀ—ଅଶୋକାଷ୍ଟମୀ (ଭୁବନେଶ୍ୱର ରଥଯାତ୍ରା)2 ଆଷାଢ଼ ଶୁକ୍ଳାଷ୍ଟମୀ—ପରଶୁରାମାଷ୍ଟମୀ (ଲିଙ୍ଗରାଜ ମହାପ୍ରଭୁଙ୍କ ଯାତ୍ରା)3 ଭାଦ୍ରବ କୃଷ୍ଣାଷ୍ଟମୀ—ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ଦୁର୍ଗାଜନ୍ମାଷ୍ଟମୀ;4 ଭାଦ୍ରବଶୁକ୍ଳାଷ୍ଟମୀ—ରାଧାଜନ୍ମାଷ୍ଟମୀ5 ଆଶ୍ୱିନ ଶୁକ୍ଳାଷ୍ଟମୀ—ମହାଷ୍ଟମୀ, ଦୁର୍ଗାପୂଜା;6 କାର୍ତ୍ତିକ ଶୁକ୍ଳାଷ୍ଟମୀ—ଗୋଷ୍ଟାଷ୍ଟମୀ—ବା ଗୋପାଷ୍ଟମୀ, ଗୋସେବା ଉତ୍ସବ;7 ମାର୍ଗଶିର କୃଷ୍ଣାଷ୍ଟମୀ—ପ୍ରଥମାଷ୍ଟମୀ; ଉତ୍କଳରେ ପୋଢୁ଼ଆଁ ଅଷ୍ଟମୀ; ଜ୍ୟେଷ୍ଠପୁତ୍ରର ନବବସ୍ତ୍ର ପରିଧାନାଦି ଉତ୍ସବ ଓ ଲିଙ୍ଗରାଜ ମହାପ୍ରଭୁଙ୍କ ଯାତ୍ରା;8 ମାଘ ଶୁକ୍ଳାଷ୍ଟମୀ—ଭୀଷ୍ମାଷ୍ଟମୀ; ଅପୁତ୍ରଭୀଷ୍ମଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଗୃହସ୍ଥଙ୍କ ଅନୁଷ୍ଠିତ ଶ୍ରାଦ୍ଧ