ଅଷ୍ଟମିକା Ashṭamikā

  • ସଂ. ବି. (ଅଷ୍ଟମ+କ+ଆ) — ଅର୍ଦ୍ଧପଳ ବା ଦୁଇ କରିଷି ପରିମାଣ— (ହିନ୍ଦି ଶବ୍ଦସାଗର)
  • ସଂ. ବି. (ଅଷ୍ଟମ+କ+ଆ) — ଚାରିତୋଳା ପରିମାଣ—(ହିନ୍ଦି ଶବ୍ଦସାଗର)