ଅଷ୍ଟମଙ୍ଗଳ Ashṭamaṅgaḻa

  • ସଂ. ବି. (ସମାହାର ଦ୍ୱନ୍ଦ୍ୱ; ଅଷ୍ଟ+ମଙ୍ଗଳ) — ଆଠଗୋଟି ଶୁଭସୂଚକ ବସ୍ତୁ ଯାହା ଦେଖି ଯାତ୍ରା କରିବା ଶୁଭ — A collection of eight auspicious objects which one should look at while starting on a mission
  • ସଂ. ବି. (ସମାହାର ଦ୍ୱନ୍ଦ୍ୱ; ଅଷ୍ଟ+ମଙ୍ଗଳ) — (ଯଥା—ବ୍ରାହ୍ମଣ, ଗାଈ, ଅଗ୍ନି, ସୁନା, ଘିଅ, ସୂର୍ଯ୍ୟ, ଜଳ ଓ ରାଜା)
  • ସଂ. ବି. (ସମାହାର ଦ୍ୱନ୍ଦ୍ୱ; ଅଷ୍ଟ+ମଙ୍ଗଳ) — ଆଠଗୋଟି ମଙ୍ଗଳସୂଚକ ବସ୍ତୁ — A collection of eight auspicious objects
  • ସଂ. ବି. (ସମାହାର ଦ୍ୱନ୍ଦ୍ୱ; ଅଷ୍ଟ+ମଙ୍ଗଳ) — (ଯଥା—ସିଂହ, ବୃକ୍ଷ, ହସ୍ତୀ, ଜଳକୁମ୍ଭ, ବ୍ୟଜନ, ଧ୍ୱଜ, ଶଙ୍ଖ ଓ ଦୀପ।)
  • ସଂ. ବି. (ସମାହାର ଦ୍ୱନ୍ଦ୍ୱ; ଅଷ୍ଟ+ମଙ୍ଗଳ) — (ବହୁବ୍ରୀହି; ଅଷ୍ଟମଙ୍ଗଳସୂଚକ ଚିହ୍ନ ଅଛି ଯାହାଠାରେ) ଯେଉଁ ଘୋଡ଼ାର ଚାରିଖୁରା, ପୁଚ୍ଛ, ମୁଖ, ବକ୍ଷ ଓ ପୃଷ୍ଠ— ଦେଶ ଧଳା (ଏ ଘୋଡ଼ା ସ୍ୱାମୀର ମଙ୍ଗଳକର)