ଅଷ୍ଟବସୁ Ashṭabasu

  • ସଂ. ବି — ଗଙ୍ଗାଙ୍କର ଆଠ ଗୋଟି ପୁତ୍ର; ଆଠ ସଂଖ୍ୟକ ବସୁ ଦେବତା — The eight demigods, sons of the Ganges
  • ସଂ. ବି — (ଅଷ୍ଟବସୁ—ଯଥା—ଅପ, ଧ୍ରୁବ, ସୋମ, ଅନଳ, ଅନିଳ, ଧର ପ୍ରତ୍ୟୁକ୍ଷ ଓ ପ୍ରଭାବ।)