ଅଷ୍ଟବକ୍ର Ashṭabakra

  • ଦେ. ବିଣ. (ସଂ. ଅଷ୍ଟାବକ୍ର) — ଶରୀରର ଅଷ୍ଟ ସ୍ଥାନରେ ବକ୍ର ହୋଇଥିବା (ବ୍ୟକ୍ତି) — (a person) Deformed at 8 parts of the body
  • ଦେ. ବିଣ. (ସଂ. ଅଷ୍ଟାବକ୍ର) — ଅତିଦୁର୍ବୋଧ୍ୟ — Very intricate
  • ଦେ. ବି — ଅଷ୍ଟାବକ୍ର ଋଷି (ଦେଖ) — Ashṭābakra ṛushi (See)