ଅଷ୍ଟପ୍ରହରୀ Ashṭapraharī

  • ଦେ. ବିଣ. (ଅଷ୍ଟପ୍ରହର+ଈ) — ଅହୋରାତ୍ରବ୍ୟାପୀ; ଦିନ ରାତି ସର୍ବଦା ହେଉଥିବା — Extending over the whole day and night
  • ଦେ. ବିଣ. (ଅଷ୍ଟପ୍ରହର+ଈ) — (ଯଥା—ଅଷ୍ଟପ୍ରହରୀ ସଂକୀର୍ତ୍ତନ)