ଅଷ୍ଟପାଟବଂଶୀ Ashṭapāṭabaṁṡī

  • ଦେ. ବି. (ସଂ. ଅଷ୍ଟପଟ୍ଟମହିଷୀ) — ଦ୍ୱାରକାରେ ଶ୍ରୀକୃଷ୍ଣଙ୍କର ମନୋହାରିଣୀ ଅଷ୍ଟପ୍ରିୟା — The eight charming sweet-hearts of Srīkṛushṇa
  • ଦେ. ବି. (ସଂ. ଅଷ୍ଟପଟ୍ଟମହିଷୀ) — ଋକ୍ମିଣୀ ସତ୍ୟଭାମା ସତୀ, ଭଦ୍ରା କାଳିନ୍ଦୀ ଜାମ୍ବବତୀ। ଲକ୍ଷଣା ସତ୍ୟା ମିତ୍ରବିନ୍ଦା; ଶ୍ରୀକୃଷ୍ଣଙ୍କ ଅଷ୍ଟ ପ୍ରମଦା। ଜଗନ୍ନାଥ, ଭାଗବତ।
  • ଦେ. ବି. (ସଂ. ଅଷ୍ଟପଟ୍ଟମହିଷୀ) — [ଦ୍ର—ଗୋପରେ ଲଳିତା, ବିମଳା, ଶ୍ରୀଧନ୍ୟା, ଶ୍ରୀମତୀ, ହରିପ୍ରିୟା, କନ୍ୟା, ସୁଚଳାସୁନ୍ଦରୀ ଓ ପଦ୍ମା ଏହି ଅଷ୍ଟନାରୀ ଶ୍ରୀକୃଷ୍ଣଙ୍କର ଅଷ୍ଟ କନ୍ୟା, ସୁଚଳାସୁନ୍ଦରୀ ଓ ପଦ୍ମା ଏହି ଅଷ୍ଟନାରୀ ଶ୍ରୀକୃଷ୍ଣଙ୍କର ଅଷ୍ଟ ପାଟବଂଶୀ ବୋଲି ମତାନ୍ତରରେ ପ୍ରକାଶ।]