ଅଷ୍ଟପଟ୍ଟମହିଷୀ Ashṭapaṭṭamahishī

  • ସଂ. ବି. ସ୍ତ୍ରୀ. — ଦ୍ୱାରକାରେ ରାଜା ହୋଇଥିବା ସମୟରେ ଶ୍ରୀକୃଷ୍ଣଙ୍କର ଆଠଗୋଟି ପାଟରାଣୀ; ଯଥା—ରୁକ୍ମିଣୀ, ସତ୍ୟଭାମା, କାଳିନ୍ଦୀ, ଶୁଚିସ୍ମିତା, ମିତ୍ରବିନ୍ଦା, ଜାମ୍ବବତୀ, ନାଗ୍ନଜିତୀ ଓ ସୁଲକ୍ଷଣା ବା ସୁଶୀଳା — The eight chief queens of Ṡrīkṛushṇa