ଅଷ୍ଟକୁଳାଚଳ Ashṭakuḻāchaḻa
- ସଂ. ବି. (ଅଷ୍ଟକୁଳ=ଅଷ୍ଟଦିଗ ଓ କୋଣ+ଅଚଳ= ପର୍ବତ) — ହିନ୍ଦୁ ପୁରାଣ ମତରେ ଯେଉଁ ଆଠଗୋଟି ପର୍ବତ ପୃଥବୀକୁ ଆଠ ଦିଗରେ ସମ୍ଭାଳି ଧରିଅଛି — The eight mythological mountains sustaining the earth on the 8 points of the compass
- ସଂ. ବି. (ଅଷ୍ଟକୁଳ=ଅଷ୍ଟଦିଗ ଓ କୋଣ+ଅଚଳ= ପର୍ବତ) — [ଦ୍ର— 1 . ମହେନ୍ଦ୍ର. 2 . ମଳୟ, 3 . ସହ୍ୟ, 4 . ଶୁକ୍ତିମାନ୍, 5 . ଋକ୍ଷ, 6 . ବିନ୍ଧ୍ୟ, 7 ପାରିଯାତ୍ର ଓ 8 ହିମାଳୟ ଏହି ଆଠ ପର୍ବତକୁ ଅଷ୍ଟକୁଳାଚଳ ବୋଲାଯାଏ। କାହାରି କାହାରି ମତରେ କୁଳାଚଳ ସାତ ଗୋଟି। ସେମାନେ କହନ୍ତି ହିମାଳୟ କୁଳାଚଳର ଅନ୍ତର୍ଗତ ନୁହେ।] — [ଦ୍ର—1. ମହେନ୍ଦ୍ର.2. ମଳୟ,3. ସହ୍ୟ,4. ଶୁକ୍ତିମାନ୍,5. ଋକ୍ଷ,6. ବିନ୍ଧ୍ୟ,7ପାରିଯାତ୍ର ଓ8ହିମାଳୟ ଏହି ଆଠ ପର୍ବତକୁ ଅଷ୍ଟକୁଳାଚଳ ବୋଲାଯାଏ କାହାରି କାହାରି ମତରେ କୁଳାଚଳ ସାତ ଗୋଟି ସେମାନେ କହନ୍ତି ହିମାଳୟ କୁଳାଚଳର ଅନ୍ତର୍ଗତ ନୁହେ]